ଗୋ‌ଷ୍ଠୀ ସଂକ୍ରମଣ ଆରମ୍ଭ! ସତର୍କ କଲେ ବିଶେଷଜ୍ଞ:କରୋନା ନିୟନ୍ତ୍ରଣ ପଦକ୍ଷେପକୁ କଡ଼ା ସମାଲୋଚନା

ନୂଆଦିଲ୍ଲୀ : ଭାରତରେ କରୋନା ଭୂତାଣୁର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି। ସରକାର କିନ୍ତୁ ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇଥିବା କଥାକୁ ସ୍ୱୀକାର କରୁନାହାନ୍ତି। ଗୋଟିଏ ପଟେ ସଂକ୍ରମଣ ଦ୍ରୁତଗତିରେ ବଢ଼ି ଚାଲିଥିବାବେଳେ ସରକାର ଏହି ସମୟରେ ଲକ୍‌ଡାଉନ୍ କଟକଣା କୋହଳ କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପକୁ ବି‌ଶେଷଜ୍ଞମାନେ କଡ଼ା ସମାଲୋଚନା କରିଛନ୍ତି। କ‌ରୋନା ନିୟନ୍ତ୍ରଣ ପାଇଁ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର୍‌) … Continue reading ଗୋ‌ଷ୍ଠୀ ସଂକ୍ରମଣ ଆରମ୍ଭ! ସତର୍କ କଲେ ବିଶେଷଜ୍ଞ:କରୋନା ନିୟନ୍ତ୍ରଣ ପଦକ୍ଷେପକୁ କଡ଼ା ସମାଲୋଚନା